Odia breaking news

  1. ନ୍ୟୁଜ୍
  2. Bhagyaprabha news ONLINE
  3. Latest Odisha News Today, India, Business & Sports News
  4. OTV Live 📺 (Odia News channel)
  5. Zee Odisha: Odia News, Latest Odisha News, Breaking News in Odia, Odia News Channel Online, Odia ସମ୍ବାଦ ସ୍ଥଳୀ
  6. Odisha News in Odia
  7. Broadcast Live


Download: Odia breaking news
Size: 67.2 MB

ନ୍ୟୁଜ୍

Glowing Skin: ଯଦି ଚାହୁଁଛନ୍ତି ସୁନ୍ଦର ଚେହେରା; ତେବେ ଲାଗନ୍ତୁ ଲେମ୍ବୁ ଫେସଫ୍ୟାକ୍.. • ୬୨ତମ ଆନ୍ତଃ ରାଜ୍ୟ ବରିଷ୍ଠ ଦୌଡ଼କୁଦ ଚମ୍ପିଆନ୍‌ସିପ୍; ଚମତ୍କାର ପ୍ରଦର୍ଶନ ଉପରେ ନଜର • ପୁରୁଣା ପେନସନ୍ ଲାଗୁ କରିବାକୁ ପ୍ଲାନ କରୁଛନ୍ତି ସରକାର; ରଦ୍ଦ ହୋଇପାରେ NPS • ଅଣ୍ଡା ଚା, ରାଗୁଆ ଲଙ୍କା ଚା ଓ ରସଗୋଲା ଚା ପିଇବାକୁ ଭିଡ଼! ଜାଣନ୍ତୁ କେଉଁଠାରେ ମିଳୁଛି • ଅପରେସନ ଗଙ୍ଗା; ୟୁକ୍ରେନ-ଋଷ ଯୁଦ୍ଧରୁ ଭାରତୀୟଙ୍କୁ ବଞ୍ଚାଇବାର କାହାଣୀ... • ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ବିପର୍ଯ୍ୟୟ; ଘଣ୍ଟା ପ୍ରତି ୧୩୦ ବେଗରେ ପ୍ରବାହିତ ହେଉଛି ପବନ CNN name, logo and all associated elements ® and © 2017 Cable News Network LP, LLLP. A Time Warner Company. All rights reserved. CNN and the CNN logo are registered marks of Cable News Network, LP LLLP, displayed with permission. Use of the CNN name and/or logo on or as part of NEWS18.com does not derogate from the intellectual property rights of Cable News Network in respect of them. © Copyright Network18 Media and Investments Ltd 2016. All rights reserved.

Bhagyaprabha news ONLINE

କର୍ଣ୍ଣାଟକା ବିଧାନ ପରିଷଦରେ ଖାଲି ପଡ଼ିବାକୁ ଯାଉଥିବା ୩ ଆସନ ପାଇଁ ହେବ ଉପ ନିର୍ବାଚନ । ଏ ନେଇ ଜୁନ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି ।ଜୁନ ୩୦ରେ ଭୋଟିଂ ସହ ଗଣତି ହୋଇ ରେଜଲ୍ଟ ହେବ ଘୋଷଣା । ଭୁବନେଶ୍ୱର ଏମ୍ସରେ ଶବ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ, ସମ୍ପର୍କୀୟଙ୍କଠାରୁ ସଂଗ୍ରହ ହେଲା ନମୁନା l ଟ୍ରେନ୍‌ ଦୁର୍ଘଟଣା ପାଇଁ ’ଲଭ୍‌ ଇନ୍‌ ଲଣ୍ଡନ’ର ରିଲିଜ ଘୁଞ୍ଚାଇବାକୁ ଅନୁରୋଧ କଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ l ଏହି ଫିଲ୍ମ ୯ ବଦଳରେ ଆସନ୍ତା ୧୩ ତାରିଖରେ ସିନେମା ହଲରେ ପ୍ରଦର୍ଶିତ ହେବ। ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫ କୋଟି ଟଙ୍କା ମଞ୍ଜୁର l ଏହି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଉଛି । ରେଳ ଦୁର୍ଘଟଣାରେ ଓଡ଼ିଶାର ୩୯ ଜଣଙ୍କ ମୃତଦେହ ଚିହ୍ନଟ l ବାଲେଶ୍ବର ଜିଲାରୁ ସର୍ବାଧିକ ୧୪ଜଣ l ମୟୁରଭଞ୍ଜରୁ ୯, ଭଦ୍ରକରୁ ୮, କଟକରୁ ୩, ଯାଜପୁରରୁ ୨, ଖୋର୍ଦ୍ଧାର ୨, କେନ୍ଦୁଝରରୁ ଜଣେ ଥିବା ଜଣାପଡିଛି l ବାଲେଶ୍ବର ବାହନଗା ଟ୍ରେନ୍ ଦୁର୍ଘଟଣା ପରେ ୩ ଦିନ ଭିତରେ ୧୦୫ଟି ବସ୍ରେ ୪୧୦୦ ଯାତ୍ରୀଙ୍କୁ ମାଗଣାରେ ନିଆଗଲା ପଶ୍ଚିମବଙ୍ଗ l ମୋବାଇଲ୍ ଆପ୍ ଜିରୋଧା ଜରିଆରେ ଲୋକମାନଙ୍କୁ ଷ୍ଟକ ବଜାରରେ କାରବାର କରିବା ସୁବିଧା ପ୍ରଦାନ କରିଥିବା ନିତୀନ କାମାଥ ନିଜ ସମ୍ପତ୍ତିର ୫୦% ଦାନ କରିବେ ବୋଲି କଲେ ଘୋଷଣା l ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ l ଜୁନ୍ ୨୨ରେ ଏହି ବୈଠକକୁ କରିବେ ସମ୍ବୋଧିତ l

Latest Odisha News Today, India, Business & Sports News

//ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୁପାନ୍ତର। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଜିଲାପାଳ ଦେଲେ ୧୧୨ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବ // ୧୯ ତାରିଖ ଶୃଙ୍ଖଳିତ ନବ ଯୌବନ ଦର୍ଶନ ନେଇ ଆଜି ସାମ୍ବଦିକ ସମ୍ମିଳନୀ ପକ୍ଷରୁ ସୂଚନା .. ସକାଳ୮ଟାରୁ ୯ଟା ଯାଏଁ ପାରିମାଣିକ ଦର୍ଶନ ହେବ// ଭାରତୀୟ ଫୁଟବଲ ଖେଳ ଅଧୀନାୟକ ସୁନିଲ ଛେତ୍ରୀଙ୍କ ଲିଙ୍ଗରାଜ ଦର୍ଶନ// ବାଲେଶ୍ବର : ବାପପୁଅକୁ ମାରିଲା ପୁତୁରା; ବଡ଼ବାପା ଓ ଭାଇକୁ ମାରିଲା ପରେ ପୁତୁରା ଫେରାର // ସନ୍ଧ୍ୟାରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’// ୧୮ ରୁ ୨୧ ଜୁନ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଭାରତର ରାଜ୍ୟ ଗୁଡିକୁ ଅଗ୍ରସର ହେବା ପାଇଁ ପାଗ -ଅନୁକୂଳ ହେବାର ସମ୍ଭାବନା // ବାତ୍ୟାକୁ ଦୃଷ୍ଟିରେ ରଖି ଗୁଜରାଟର ଉପକୂଳ ଜିଲାରୁ ୫୦ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର // ସ୍ଥଳଭାଗ ଛୁଇଁବା ସମୟରେ ଏହା ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାର ରୂପ ନେବ ଓ ଏହି ସମୟରେ ଘଣ୍ଟାପ୍ରତି ୧୫୦ କିମି ବେଗରେ ପବନ ବହିବ : ଭାରତୀୟ ପାଣିପାଗ ବିଭାଗ // ବାତ୍ୟା ‘ବିପର୍ଯ୍ୟୟ’ ଆଜି ସନ୍ଧ୍ୟାରେ ଗୁଜରାଟର କଚ୍ଛ ଜିଲାର ଜାଖୌ ବନ୍ଦର ନିକଟରେ ସ୍ଥଳଭାଗ ଛୁଇଁବ // ଆଜି ରଜ ସଂକ୍ରାନ୍ତି, କୃଷି ଭିତ୍ତିକ ଗଣ ପର୍ବ ପାଇଁ ଗାଁରୁ ସହର ଉତ୍ସବ ମୁଖର //

OTV Live 📺 (Odia News channel)

About OTV Odisha TV or OTV is a regional Odia Indian Cable Television station. It was started and promoted by Jagi Mangat Panda. Odisha Television (OTV) is the first private Electronic Media in the state of Odisha Launched in 1988 in the twin cities Bhubaneshwar and Cuttack, the channel slowly spread to all major towns of the state. Then it became a source of news, Current Affairs and entertainment for the people of Odisha. It was converted from cable to a satellite channel in December 2006.

Zee Odisha: Odia News, Latest Odisha News, Breaking News in Odia, Odia News Channel Online, Odia ସମ୍ବାଦ ସ୍ଥଳୀ

ଆନ୍ଧ୍ରପ୍ରଦେଶରେ ଟ୍ରକ୍‌ ଧକ୍କାରେ ୩ଟି ହାତୀଛୁଆ ମୃତ ଚିତ୍ତୋର ଜିଲ୍ଲା ପାଲାମାନେରୁ ଜାତୀୟ ରାଜପଥରେ ଦୁର୍ଘଟଣା ରାସ୍ତା ପାରିହେବା ବେଳେ ହାତୀଛୁଆଙ୍କୁ ଧକ୍କା ଦେଇଥିଲା ଟ୍ରକ୍‌ ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ଥିବା ସୂଚନା ଆଜି ସଂଧ୍ୟାରେ ଗୁଜରାଟରେ ‘ବିପର୍ଯ୍ୟୟ’ର ଲ୍ୟାଣ୍ଡଫଲ କଚ୍ଛର ଜଖୌ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ବାତ୍ୟା ପାଇଁ କଚ୍ଛ ଓ ସୌରାଷ୍ଟ୍ର ଅଞ୍ଚଳରେ ହାଇ ଆଲର୍ଟ ୧୨୫ରୁ ୧୩୫ କିମି ବେଗରେ ପବନ ବହିବା ଆଶଙ୍କା କାମାକ୍ଷାନଗରରେ ଫୁଟିଲା ଗୁଳି ଢେଙ୍କାନାଳ କାମାକ୍ଷାନଗରରେ ଫୁଟିଲା ଗୁଳି ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁଙ୍କୁ ଗୁଳିମାଡ଼ କାରରେ ଘରକୁ ଫେରିବା ବେଳେ ଗୁଳିମାଡ଼ ରାଜ୍ୟରେ ଆହୁରି ୪ ଦିନ ଜାଳିବ ଗ୍ରୀଷ୍ମ ପ୍ରବାହ ଆଜି ୫ ଜିଲ୍ଲାରେ ରାତିରେ ବି ବଢ଼ିବ ତାତି ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗିରରେ ତାତିବ ଆସନ୍ତାକାଲି ପାଇଁ ୮ ଜିଲ୍ଲାକୁ ଅରେଞ୍ଜ, ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Odisha News in Odia

Ratha Jatra 2023: ଜନ୍ମ ଜନ୍ମାନ୍ତର ପାପ ହରେ ରଥ ଦଉଡ଼ି; ଜାଣନ୍ତୁ ଦଉଡ଼ିର ରୋଚକ କଥା କାଳିଆ ସାଆନ୍ତର ବଡଦାଣ୍ଡ ଧୂଳି ହେଉ କି ଶ୍ରୀମନ୍ଦିରର ମଳି ହେଉ। ସାଗରର ନୀଳ ଜଳ ହେଉ କି ଶ୍ରୀଅଙ୍ଗର ବାସି ମାଳ ହେଉ, ସବୁକିଛି ମହାନ ଆଉ ପବିତ୍ର। ଏହି ପବିତ୍ର ଜିନିଷ ମଧ୍ୟରେ ରଥ ଦଉଡି ବା ବାଦ ପଡିବ କାହିଁକି। ଏହି ପବିତ୍ର ଦଉଡ଼ିକୁ ସ୍ପର୍ଶ କରିବା ସଙ୍ଗେ ସଙ୍ଗେ ରଥ ଟାଣି ଲକ୍ଷ ଲକ୍ଷ ଭକ୍ତ ନିଜକୁ ଧନ୍ୟ ମଣିଥାନ୍ତି। ଆସନ୍ତୁ ଜାଣିବା ଏହି ଦଉଡିର ରହସ୍ୟ। Ratha Jatra 2023: ନିଳାଦ୍ରିବିଜେରେ ନୀଳକନ୍ଦରକୁ ଫେରନ୍ତି ନୀଳାଦ୍ରିନାଥ; ସରେ ଜନ୍ମବେଦି ଲୀଳା ନୀଳାଦ୍ରିବିଜେରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳେ ମହାପ୍ରଭୁଙ୍କ ମାନବୀୟ ଲୀଳା ଖେଳାର ଏକ ଅନନ୍ୟ ନିଦର୍ଶନ। ପତ୍ନୀଙ୍କୁ ସାଥିରେ ନ ନେଇ ରଥଯାତ୍ରାରେ ଯାଇଥିବାରୁ ମହାପ୍ରଭୁଙ୍କ ଉପରେ ଅଭିମାନ କରିଥାନ୍ତି ମହାଲଷ୍ମୀ। କାଳିଆ ସାଆନ୍ତ ବଡ଼ ଦେଉଳ ଭିତରକୁ ପ୍ରବେଶ କଲାବେଳେ ବାଟ ଓଗାଳନ୍ତି ମହାଲଷ୍ମୀ। ଏହା ପରେ କ’ଣ ହୁଏ ଜାଣିବା ପାଇଁ ପଢନ୍ତୁ। Ratha Jatra 2023: ଅତୃପ୍ତ ଆତ୍ମାର ତୃପ୍ତି, ଅଶରୀରୀଙ୍କ ମୁକ୍ତି ପାଇଁ କାଳିଆ ସାଆନ୍ତର ଅଧରପଣା ନୀତି ଠାକୁରଙ୍କ ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ରଥାରୂଢ଼ ଠାକୁରମାନଙ୍କ ଅଧର ଉଚ୍ଚ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ହେଉଥିବା ପଣା ଭୋଗକୁ ଅଧରପଣା କୁହାଯାଏ। ତେବେ ଏହି ନୀତି ପଛର ରହସ୍ୟ କ’ଣ ଜାଣିବା ପାଇଁ ପଢନ୍ତୁ।

Broadcast Live

ରାଜ୍ୟ • ଚମ୍ପୁଆ ରେଞ୍ଜରେ ୨୨ଟିକିଆ ହାତୀପଲଙ୍କ ଉପଦ୍ରବ, ନଷ୍ଟ କଲେ ଏକର ଏକର ଧାନ ଫସଲ • ୬ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ଫୋକସରେ ଢେଙ୍କାନାଳ • ଫସର ଫଟାଇ ଦେଲା ଟାଟା ପାଓ୍ଵାର, ବଦନାମ ହେଉଛନ୍ତି ରାଜ୍ୟ ସରକାର ! • ଆନନ୍ଦପୁର: ୨ ବାଇକ ମୁହାଁମୁହିଁ ଧକ୍କା, ୩ ମୃତ, ୨ ଗୁରୁତର • ବାରହା ଆକ୍ରମଣରେ ଜଣେ ଗୁରୁତର, ବୁର୍ଲା ମେଡିକାଲକୁ ସ୍ଥାନାନ୍ତର ରାଜନୀତି • ୬ଟି ନିର୍ବାଚନ ମଣ୍ଡଳୀରେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି, ଫୋକସରେ ଢେଙ୍କାନାଳ • କ’ଣ ମଧ୍ୟପ୍ରଦେଶରେ ବିଜେପିଠୁ କ୍ଷମତା ଛଡ଼ାଇ ପାରିବ କଂଗ୍ରେସ ? ସାମ୍ନାକୁ ଆସିଲା OPINION POLL • ନାବାଳିକା କୁସ୍ତି ଯୋଦ୍ଧା ଯୌନ ଶୋଷଣ ମାମଲା: ବ୍ରିଜ ଭୂଷଣଙ୍କୁ ଦିଲ୍ଲୀ ପୋଲିସରୁ କ୍ଲିନ୍ ଚିଟ୍, ଚାର୍ଜସିଟ୍ ଦାଖଲ • ଆଗୁଆ ହେବ ଲୋକସଭା ନିର୍ବାଚନ ? ବିରୋଧୀଙ୍କ ମେଳି ପୂର୍ବରୁ ନୀତୀଶଙ୍କ ବୟାନ • ବିଜୁଳି କାଟ୍ ଏବଂ ଗ୍ୟାସ୍‌କୁ ନେଇ ମୁହାଁମୁହିଁ ବିଜେଡି-ବିଜେପି, ସେପଟେ ଜନତା ଜଳକା ଅପରାଧ • ଚୋରା ଚାଲାଣ ବେଳେ ୯୨ ଟି ଜୀବନ୍ତ କଇଁଛ ଜବତ, ଦୁଇଜଣଙ୍କୁ ବାନ୍ଧିଲା ପୋଲିସ • ମଜୁରୀ ବାବଦକୁ ଦେଲେନି ବାକି ଟଙ୍କା, ଠିକାଦାରଙ୍କୁ ଭୁଜାଲିରେ ଆକ୍ରମଣ କଲେ ଯୁବକ • ଦୁଇ ଏଟିଏମ ଲୁଟିଆ ଗିରଫ, ୧୨ ଏଟିଏମ କାର୍ଡ ସହ ୯୨ ହଜାର ଟଙ୍କା ଜବତ • ମୁସଲିମ୍‌ ନାବାଳିକାଙ୍କୁ ପ୍ରେମ କରୁଥିଲେ ହିନ୍ଦୁ ଯୁବକ, ଖଣ୍ଡ ଖଣ୍ଡ କରି ହାଣିଦେଲେ ଝିଅର ସମ୍ପର୍କୀୟ, ତିନି ଗିରଫ • ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରେ ପଶି ଗୁଳି ମାଡ଼, ଜଣେ ମୃତ ମନୋରଞ୍ଜନ • ଖୁବ୍‌ ଶୀଘ୍ର ଦ୍ରିଶା-କରଣଙ୍କର ପଡିବ ହାତଗଣ୍ଠି, ବିବାହରେ ସାମିଲ୍‌ ହେବେନି ହେମା ମାଲିନୀ • OTTର ସବୁଠାରୁ ମହଙ୍ଗା ଅଭିନେତ୍ରୀ ସାମନ୍ଥା ! ‘ସିଟାଡେଲ୍‌ ଇଣ୍ଡିଆ’ ପାଇଁ ବଢାଇଲେ ଫି’ • ତମନ୍ନାଙ୍କ ପରେ ବିଜୟ ବି କଲେ କନଫର୍ମ, କହିଲେ-ମୋ ଜୀବନରେ ଏବେ ପ୍ରେମ ହିଁ…. • ‘ଟିକୁ ୱେଡସ୍‌ ଶେରୁ’ର ଟ୍ରେଲରକୁ ନେଇ ହଙ୍ଗାମା, ୪୯ ବର୍ଷ ନୱାଜୁଦ୍ଦିନଙ୍କୁ କିସ୍‌ କରି ଟ୍ରୋଲ ହେଲେ ଅବନୀତ୍‌ • ହିନ୍ଦୀ ଏବଂ ମାଲାୟଲମ୍‌ର ଏକାଠି ସୁଟିଂ ହେବ Drishyam-3, ଜାଣନ୍ତୁ କେବେ ରିଲିଜ୍‌ ହେବ କ୍ରାଇମ...